ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସାଉଡ଼ିଆ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବଡବାଲିକୁଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା ବେଳେ ପାଖାପାଖି ୫୦୦ ରୁ ୬୦୦ କର୍ମୀ ଯୋଗଦେଇ ଥିବାର ଦେଖିବାକୁ ମିଳିଛି। ଆସନ୍ତା ଦିନରେ ବଡଚଣାକୁ ଫାଇଭ ଟି ସଚିବଙ୍କ ଗ୍ରସ୍ତ ଥିବା ବେଳେ ସେ ନେଇ ବୈଠକ ବସିଥିବାର ଜଣେ କର୍ମୀ ସୂଚନା ଦେଇଛନ୍ତି। ବୈଠକରେ ରଇପୁର,ସାଉଡ଼ିଆ,ନେଳିଆ,ନଳିପୁର,ରାଧାଦେଇପୁର,ମଝିପଡା,ବରପଦା,ବଡ଼ବାଲିକୁଦା,କୋଲଣଗିରି ପଞ୍ଚାୟତର ଲୋକେ ଯୋଗ … Continue reading ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!